1. best news : ଆଜି କୋରାପୁଟରେ ଆଦିବାସୀ ଦିବସ ପାଳନ

0
77
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୯/୦୮) : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ଦିବସ ପାଳନ କରାଯାଉଛି । ରାଷ୍ଟ୍ରପତି ଭଵନରେ ନୃତ୍ୟ କରିବା ପାଇଁ ସୁଯୋଗ ମିଳିଛି କୋଟପାଡ଼ କଳା ବିକାଶ କେନ୍ଦ୍ରକୁ ।

ଆଯି କୋଟପାଡ଼ ରୁ ୧୫ ଜଣ କଳାକାର ଅବିଭକ୍ତ କୋରାପୁଟ ଜିଲ୍ଲାର ସଂସ୍କୃତି ଏବଂ ପରମ୍ପରାକୁ ଦର୍ଶାଉଥିବା ଢ଼େମସା ବାଦ୍ୟର ନୃତ୍ୟର ତାଳେ ତାଳେ ନୃତ୍ୟ କରିବେ କୋଟପାଡ଼ରୁ ଯାଇଥିବା ଟିମ । ତତସଙ୍ଗେ ସଙ୍ଗେ ଶେଷରେ ୭ ଟି ରାଜ୍ୟରୁ ନୃତ୍ୟ କରିବାକୁ ଆସିଥିବା ଟିମ ମଧ୍ୟ ଢ଼େମସା ବାଦ୍ୟର ନୃତ୍ୟର ତାଳେ ତାଳେ ନୃତ୍ୟ କରିବେ । ସେଥିପାଇଁ କୋଟପାଡ଼ ଅଞ୍ଚଳରେ ଖିସିର ବାତାବରଣ ସୃଷ୍ଟି ହୋଇଛି l