ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ

0
47
ବ୍ଲକ ସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୧୧) : ଆଜି କାଶୀନଗର ସ୍ଥିତ ବାରଣାସୀ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି ।

ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମା, ଏନ ଏ ସି ଉପାଧ୍ୟକ୍ଷ୍ୟ ରଘୁରାମ ସାହୁ ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ସୋମେଶ୍ୱର ରାଓ, ସିଅରସିସି ଆର. ମଧୁ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କୁର୍ମାନଥମ, ସମାଜ ସେବି ହୃଷିକେଶ ଗୌଡ଼ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର ଯୋଗ ଦେଇଥିଲେ, ଆଜିକା ଯୁଗରେ ବିଜ୍ଞାନର ଆବଶ୍ୟକତା ରହିଛି ଓ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ଓ କୁନି ବୈଜ୍ଞାନିକ ସୃଷ୍ଟି କରିବା ଏହାର ଲକ୍ଷ ବୋଲି ମତ ପ୍ରକାଶ ପାଇଛି ।