Friday, October 22, 2021
HomeBreaking Newsୟାଇ ଏଫ ଏ ହରଭଙ୍ଗା ବ୍ଲକ କମିଟି ଗଠିତ

ୟାଇ ଏଫ ଏ ହରଭଙ୍ଗା ବ୍ଲକ କମିଟି ଗଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୧୨/୦୯) : ରବିବାର ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ନର୍ସରି ଠାରେ ୟାଇ ଏଫ ଏ ହରଭଙ୍ଗା ବ୍ଲକର କମିଟି ଗଠିତ ହୋଇଯାଇଛି । ଏଥିରେ ସଭାପତି ମନରଞ୍ଜନ ନାୟକ ଙ୍କ ଅଧ୍ୟକ୍ଷତାରେ ବ୍ଲକ ର ସମସ୍ତ ସଂଗଠିତ କମିଟି ର ଘୋଷଣା ହୋଇଯାଇଛି । 

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜୋନାଲ ସମ୍ପାଦକ ବନମାଳୀ ରଣା ଓ ସଂମାନିତ ଅତିଥି ଭାବେ ଜୋନାଲ ଉପ ସଭାପତି ସୁଧାଂଶୁ ଡାଙ୍ଗ ବୋୖଦ୍ଧ ଜିଲ୍ଲା ସଭାପତି ସୁନୀଲ ଖେତି ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଆଗାମୀ ଦିନରେ ୟାଇ ଏଫ ଏ ସଂଗଠନ କୁ ସୁଦୃଢ କରି ବିଭିନ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି ।

RELATED ARTICLES

1 COMMENT

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments