Tuesday, March 19, 2024

Top 5 This Week

Related Posts

ୟାଇ ଏଫ ଏ ହରଭଙ୍ଗା ବ୍ଲକ କମିଟି ଗଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୧୨/୦୯) : ରବିବାର ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିର ନରସିଂପୁର ନର୍ସରି ଠାରେ ୟାଇ ଏଫ ଏ ହରଭଙ୍ଗା ବ୍ଲକ ର କମିଟି ଗଠିତ ହୋଇଯାଇଛି । ଏଥିରେ କମିଟି ର ସଭାପତି ମନରଞ୍ଜନ ନାୟକ ଙ୍କ ଅଧ୍ୟକ୍ଷତା ରେ ବ୍ଲକ ର ସମସ୍ତ ସଂଗଠିତ କମିଟି ର ଘୋଷଣା ହୋଇଯାଇଛି । 

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜୋନାଲ ସମ୍ପାଦକ ବନମାଳୀ ରଣା ଓ ସଂମାନିତ ଅତିଥି ଭାବେ ଜୋନାଲ ଉପ ସଭାପତି ସୁଧାଂଶୁ ଡାଙ୍ଗ ବୋୖଦ୍ଧ ଜିଲ୍ଲା ସଭାପତି ସୁନୀଲ ଖେତି ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ଆଗାମୀ ଦିନ ମାନଙ୍କ ରେ ୟାଇ ଏଫ ଏ ସଂଗଠନ କୁ ସୁଦୃଢ କରି ବିଭିନ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

1 COMMENT

Comments are closed.

Popular Articles