ପଥର ବନ୍ଧ କାମରେ ବଡ଼ ଦୁର୍ନୀତି

0
35
ପଥର ବନ୍ଧ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧) : କାଶୀନଗର ବଂଶଧାରା ନଦୀ ଆନିକଟ କାମ ରେ ବଡ଼ ଦୁର୍ନୀତି ହୋଇଥିବା କାଶୀନଗର ବିଜେପି ଅଭିଯୋଗ କରିଛି ।

ପଥର ବନ୍ଧ କାମରେ ବଡ଼ ଦୁର୍ନୀତି । ଦଳ ବିଧାୟକ ଓ ଟାଉନ ବିଜେପି ସଭାପତି ଏହି ଆନିକଟ କାର୍ଯ୍ୟ ଅତି ନିମ୍ବ ମାନର ବୋଲି ଅବିଯୋଗ କରିଛନ୍ତି । ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ କୁ ପଥର ଆନିକଟ ଯାଗାରେ ଅଳ୍ପ ମାଟି ପକାଯାଇଛି ଓ ବନ୍ୟ ଜଳ ଆସିଲେ ଗ୍ରାମ ପ୍ରତି ବିପଦ ରହିଥିବା ସେମାବେ ଅଭିଯୋଗ କରିଛନ୍ତି । ଏଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେମାବେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଜେ ଇ ଙ୍କୁ ଅନେକ ବାର ଅଭିଯୋଗ କରିଥିବା କହିଛନ୍ତି, ସେମାନେ ଏକ ବଡ଼ ଧରଣ ର ଘୋଟଲା ହୋଇଥିବା କହିଛନ୍ତି ।