ରାୟଗଡା ଜିଲ୍ଲା ର ପ୍ରଥମ ଶିକ୍ଷା ଭବନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ଙ୍କ ଦ୍ଵାରା ଉଦ୍ଘାଟନ

0
92
ରାୟଗଡା

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, ( ୨୫/୨) : ରାୟଗଡା ଜିଲ୍ଲା ପ୍ରଥମ ବିଷମ କଟକ ମିନି ଷ୍ଟାଡିୟମ ଠାରେ ନୂତନ ଭାବେ ଏକ ଶିକ୍ଷା ଭବନ ମୁଖ୍ୟ ଅଥିତି sc st minority backward Class law ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ଙ୍କ କର କମଳ ରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 26 at 10.28.59 ରାୟଗଡା ଜିଲ୍ଲା ର ପ୍ରଥମ ଶିକ୍ଷା ଭବନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ଙ୍କ ଦ୍ଵାରା ଉଦ୍ଘାଟନ

ଏହି ସଭା ରେ bsky ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଯୋଷଦ ହୁଇକା , ଉପାଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ନାନୂ ପଣ୍ଡା, ଯୋତି ପ୍ରସାଦ ସାହୁ, ଡ଼ ଶିବା ପ୍ରସାଦ, ଶ୍ରୀ ଡମ୍ବରୁ ଚୋଧୁରୀ, ଜିଲ୍ଲା ପରିଷଦ ଖ ଜୁନ୍ ର ବିଜୟ ଶାନ୍ତି କୁମ୍ବୁରୁକା, ସୁଜାତା କାଡ୍ରାକା ଓ ଶିକ୍ଷା ଭିବାଗ ଅଧିକାରୀ ଶ୍ରୀ ରମକୃଷାନ ପଣ୍ଡା, ସଭା ପତି ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ (କୁନା ଭାଇ), ମଞ୍ଚ ପରିଚାଳକ ବିଶ୍ଵନାଥ ନେମାଲପୁରି, ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ସଭାର ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ bk ରାଜୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଧୀର୍ଘ (୧୦) ଦଶବର୍ଷ ଅକ୍ଲାନ୍ତ ପରିଶ୍ରମ ର ଫଳ ଆଜି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଇଛି । ଏହା ର ଭିତ୍ତି ପ୍ରସ୍ତର ୮/୩/୨୧ ରେ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା ଦ୍ଵାରା ପୁଣି ୨୫/୨/୨୪ ରେ ତାଙ୍କ ରି କର କମଳରେ ଉଦ୍ଘାଟନ କରି ଶିକ୍ଷା ଭବନ ର ପରି ସମାପ୍ତି ହୋଇଛି ।