ବିଷମ କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅନୁଷ୍ଠିତ

0
45
ବିଷମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୪/୪) : ରାୟଗଡା ଜିଲ୍ଲାପାଳ ଠାରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପତ୍ର ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗତକାଲି ନବନ ଭାରତ ନିର୍ମାଣ ପାର୍ଟି ବିଧାୟକ ପ୍ରଥିନି ଶ୍ରୀମତୀ ଅନିତା ପିଡିକାକା, ବିଜେଡ଼ି ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,bsp ର ଜିତୁଜକସିକ, କଂଗ୍ରେସ ର ନୀଳମାଧବ ହିକାକା ପ୍ରପତ୍ର ଦାଖଲ କରିଛନ୍ତି । ଭୋଟ ରେଟରିଂ ଅଫିସର ଭାସ୍କର ରୋହିତ ଅଙ୍କ ଓ ସମସ୍ତ ଅଫିସର ତାତ୍ୱା ଧିନ ରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ସମସ୍ତ ୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

Leave a Reply