ବୌଦ୍ଧ ଜିଲ୍ଲାରେ ଆଜି ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

0
233

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୭/୧୦) : ବୌଦ୍ଧ ଜିଲ୍ଲାରେ ଆଜି ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସୂଚନା ଅନୁଯାଇ ଆଜି ସକାଳ ୭ ଘଟିକା ସମୟରେ ବୌଦ୍ଧ ଫରେଷ୍ଟ ଡିଭିଜନ ଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମ ବୌଦ୍ଧ ବ୍ରିଜ଼ ଛକ NH ୫୭ ରେ ଅନୁଷ୍ଠିତ ହୋଇଥିଲା |

ବୌଦ୍ଧ DFO ଶ୍ରୀଯୁକ୍ତ ଦେବାପ୍ରିୟା କମ୍ପ, ACF ସୌମ୍ୟ ରଞ୍ଜନ ଗୋଛାୟତ ଙ୍କ ଉପସ୍ଥିତି ରେ ପ୍ରତିଯୋଗୀ ମାନଙ୍କ ସହିତ ବହୁ ଫରେଷ୍ଟ ଅଧିକାରୀ ଉପସ୍ଥିତ ରହି ବୌଦ୍ଧ ଜିଲ୍ଲାରେ ଆଜି ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା | ଏହି ମିନି ମାରାଥୋନା ଦୌଡ କାଯ୍ୟକ୍ରମ ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଅଧିକାରୀ ଙ୍କୁ ଆସନ୍ତା କାଲି ୧୧ ଟା ସମୟ ରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଠାରୁ ସମ୍ମାନିତ କରାଯିବ ବୋଲି ବୌଦ୍ଧ ଫରେଷ୍ଟ ଡିଭିଜନ ପକ୍ଷରୁ ସୂଚନା ମିଳିଛି |