ବୌଦ୍ଧ ଆମ୍ବ ପ୍ରାଣୀ କଲ୍ୟାଣ ମଞ୍ଚ ଦ୍ଵାରା ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ

0
197

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୯/୧୦) : ଆଜି ଜିଲ୍ଲା ରେ ତା .୦୮/୧୦/୨୧ ସମୟ ୪ଘ. ରେ ବୌଦ୍ଧ ଆମ୍ବ ପ୍ରାଣୀ କଲ୍ୟାଣ ମଞ୍ଚ ଦ୍ଵାରା ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନ ର ଭୁକ୍ତାପଡା ଗ୍ରାମ ଠାରେ ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ କରାଯାଇଛି |WhatsApp Image 2021 10 09 at 10.25.54 AM ବୌଦ୍ଧ ଆମ୍ବ ପ୍ରାଣୀ କଲ୍ୟାଣ ମଞ୍ଚ ଦ୍ଵାରା ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ

ଏହି ଅବସର ରେ ଅଧ୍ୟାପକ ପ୍ରବିର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ | ସମ୍ମାନିତ ଅତିଥି ଭାବରେ ସୁଶିଲ କୁମାର ହୋତା, VSS ସଭାପତି ସପ୍ନେଶ ର କହଁର ଓ ବୌଦ୍ଧ ଆମ୍ବ ପ୍ରାଣୀ କଲ୍ୟାଣ ମଞ୍ଚ ର ସଭାପତି ସୁରେନ୍ଦ୍ର କର୍ଣ୍ଣ ଅରୂପ ମାହାଙ୍ଗା ଅରୁଣ କୁମାର ମେଣ୍ଡିଲି ସମସ୍ତ ଉପସ୍ଥିତ ରହି ହାତୀ ଆମରି ସାଥି ଉପରେ ଆଲୋଚନା କରିଥିଲେ | ଶେଷରେ ଭୁକ୍ତା ପଡା ର ବନ୍ୟ ସମିତି ଙ୍କୁ ଆମ୍ବ ପ୍ରାଣୀ କଲ୍ୟାଣ ମଞ୍ଚ ଦ୍ଵାରା ଏକ ମାନପତ୍ର ପ୍ରଦାନ କରା ଯାଇଥିଲା |